ଦୀର୍ଘ ୫୦ ହଜାର ବର୍ଷ ପରେ ଓଡ଼ିଶା ଆକାଶରେ ଦେଖାଗଲା ଧୂମକେତୁ, ନା ରହିଛି C-2022-E3

ଭୁବନେଶ୍ୱର: ରାଜଧାନୀ ଆକାଶରେ ଦେଖାଗଲା ଧୂମକେତୁ । ଏହି ଧୂମକେତୁର ନାଁ ରହିଛି C-2022-E3 । ୫୦ ହଜାର ବର୍ଷ ପରେ ପୁଣି ଏହି ଧୂମକେତୁ ଦେଖା ଦେଇଛି । ଭୁବନେଶ୍ୱର ସମେତ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଏହି ଧୂମକେତୁ ଦେଖା ହେଉଛି । ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । {image-c-2022-e3comet-1674578270.jpg

from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/2eX3u8G
via IFTTT

Post a Comment

Previous Post Next Post

Contact Form