ଭୁବନେଶ୍ୱର: ଯୁଗ ସହ ପାଦରେ ପାଦ ମିଶାଇ ଆଗେଇ ଚାଲିଛନ୍ତି ମହିଳା । ଆଜି ମହିଳା ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି । ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ମହିଳା ସଶକ୍ତିକରଣ ପାଇଁ ଓଡ଼ିଶା ବ୍ରାଇଡାଲ୍ ମେକ୍ଅପ୍ ପ୍ରଶିକ୍ଷଣ ଦିଆଯାଇଥିଲେ । ଯେଉଁଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ମହିଳା ଭାଗ ନେଇଥିଲେ ।
from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/mBcWioU
via IFTTT
from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/mBcWioU
via IFTTT