ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ଼ ସ୍ଥିତ ଉର୍ମି ହୋଟେଲ ଉପରେ ବୋମା ମାଡ଼ । ବାଇକରେ ଆସି ବୋମା ଫିଙ୍ଗିଲେ ଦୁର୍ବୃତ୍ତ । ବର୍ତ୍ତମାନ ସୁଦ୍ଧା ବୋମା ମାଡ଼ର କାରଣ ଜଣାପଡ଼ି ନାହିଁ । ଦାଦାବଟି ପାଇଁ ବୋମା ମାଡ଼ ହୋଇଥିବା ଅନୁମାନ କରାଯାଉଛି । କମିଶନରେଟ୍ ପୋଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।
from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/n1TetVI
via IFTTT
from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/n1TetVI
via IFTTT