ବରମବର ବଜଳ କଟ ପରତବଦର ଟଟ ପୱର ଅଫସକ ଅଣଡ ଓ ଟମଟ ମଡ

ନୟାଗଡ଼ା: ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ନୟାଗଡ଼ କଂଗ୍ରେସର ବିକ୍ଷୋଭ । ଟାଟା କମ୍ପାନୀ ବିରୋଧରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଅଫିସ ଆଗରେ ପ୍ରତିବାଦ କରିବା ସହ ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ଅଭିଯୋଗ କରିଛି ଯେ, ବାରମ୍ବାର ବିଦ୍ୟୁତକାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଜିଲ୍ଲାର ବଡ଼

from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/a7hOtwS
via IFTTT

Post a Comment

Previous Post Next Post

Contact Form