କଟକ: ୬୯ ପିଲାଙ୍କ ସାର୍ଟିଫିକେଟରେ ଗୋଟିଏ ଫଟୋ । ଦଶମ ବୋର୍ଡ ସର୍ଟିଫିକେଟରେ କିଛି ଏଭଳି ସାଘାଂତିକ ତ୍ରୁଟି ସାମ୍ନାକୁ ଆସିଛି । କଟକ ନିଶ୍ଚନ୍ତକୋଇଲି ଅଶୁରେଶ୍ୱର 5T ହାଇସ୍କୁଲର ଦଶମ ପିଲାଙ୍କ ବୋର୍ଡ ସାର୍ଟିଫିକେଟରେ ଲାଗିଛି ଜଣେ ଅଜଣା ଛାତ୍ରର ଫଟୋ । ଯାହାକୁ ନେଇ ଏବେ ପିଲାଏ ଓ ଅଭିଭାବକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ।
from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/82ugW0R
via IFTTT
from Odisha News (ଓଡ଼ିଶା ସମାଚାର): Latest News of Odisha, Today’s Orissa Khabar - Oneindia Odia https://ift.tt/82ugW0R
via IFTTT